Saturday, 22 November 2025

ହେ ଗୋବିନ୍ଦ ତୁମ୍ଭେ

ହେ ଗୋବିନ୍ଦ ତୁମ୍ଭେ ମୋର ରକ୍ଷା କବଚ ତୁମ୍ଭେ ଶ୍ରୀକ୍ଷେତ୍ରର ବାଇଶି ଗୋଟି ପାହାଚ ହେ ରୁକ୍ମଣୀ ହୃଦ ତୁମ୍ଭେ ମୋର ସତ୍ତ୍ୱ ବୁଦ୍ଧି ତୁମ୍ଭେ ମୋର ରସ ବୈ ସ କଳା କାଇଁଚ

No comments:

Post a Comment