A flower with 4 petals
Sunday, 23 November 2025
ହେ ଦାରୁବ୍ରହ୍ମ ତୁହି ରାମ ତୁହି ନିରନ୍ତର ଆରାମ
ହେ ଦାରୁବ୍ରହ୍ମ ତୁହି ରାମ ତୁହି ନିରନ୍ତର ଆରାମ ହେ ଅଧାଗଢା ତୁହି କୃଷ୍ଣ ତୁହି ରାଧିକାର ଶ୍ୟାମ ହେ ଚକାଡୋଳା ତୁହି ଭକତ ହୃଦ ହରି ଚନ୍ଦନ ହେ ଜଗନ୍ନାଥ ତୁହି ସୃଷ୍ଟି ଜୀବନର ପରମ ମର୍ମ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment