A flower with 4 petals
Tuesday, 25 November 2025
ତୁହି ମୋର ରାମ ତୁହି ମୋର ଶ୍ୟାମ
ତୁହି ମୋର ରାମ ତୁହି ମୋର ଶ୍ୟାମ ହେ କଳା ଶ୍ରୀମୁଖ ତୁହି ପରମ ପ୍ରେମ ବାଇଶି ପାହାଚରେ ଶୋଇ ଡାକୁଥିବି ଛନ୍ଦା ପାଦ ଶରଣ ଦିଅ ଡାକୁଛି ଯମ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment