Monday, 24 November 2025

ତୁମ୍ଭେ ଶରୀର ତୁମ୍ଭେ ଅହଙ୍କାର

ତୁମ୍ଭେ ଶରୀର ତୁମ୍ଭେ ଅହଙ୍କାର ମୋହ ତୁମ୍ଭେ ଶରୀର ଶରୀର ମଧ୍ୟରେ ବନ୍ଧନ ତୁମ୍ଭେ ପ୍ରବୃତ୍ତି ତୁମ୍ଭେ ନିବୃତ୍ତି କୈବଲ୍ୟ ତୁମ୍ଭେ ଏକ ତୁମ୍ଭେ ବହୁତ ହରି ଚନ୍ଦନ

No comments:

Post a Comment