A flower with 4 petals
Monday, 24 November 2025
ତୁହି ଚକାଡ଼ୋଳାଙ୍କ ବିସ୍ତାରିତ ଅଳକା କପୋଳ
ତୁହି ଚକାଡ଼ୋଳାଙ୍କ ବିସ୍ତାରିତ ଅଳକା କପୋଳ ମୁହିଁ ଜ୍ଞାନ ଶ୍ରଦ୍ଧା ଭକ୍ତିର ହରି ଚନ୍ଦନ ଠୋପାଟିଏ ତୁହି ବ୍ରହ୍ମଦାରୁଙ୍କ ଅତି ଉଦାର ବିସ୍ତାରିତ ବକ୍ଷ ସ୍ଥଳ ମୁହିଁ ମୋକ୍ଷ ସନ୍ୟାସ ଯୋଗର ତୁଳସୀ ମାଳାଟିଏ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment