Saturday, 22 November 2025

ରୁକ୍ମଣୀ ହୃଦୟ ପୁଣ୍ଡରୀକାକ୍ଷ ପଦ୍ମନାଭ

ରୁକ୍ମଣୀ ହୃଦୟ ପୁଣ୍ଡରୀକାକ୍ଷ ପଦ୍ମନାଭ ବ୍ରହ୍ମାନନ୍ଦ ଦ୍ୱାପର ଯୁଗର ଅନ୍ତେ ଅଖିଳ ମୋହନ ଗୋବିନ୍ଦ ଅଶ୍ୱତଥ ବୃକ୍ଷ ଛାୟାରେ ହୋଇଲେ କମଳାସନ ଗରୁଡ ପଛରେ ଦେଖଇ ବ୍ରହ୍ମଦାରୁ ଜଗଦାନନ୍ଦ

No comments:

Post a Comment