Tuesday, 25 November 2025

କର୍ମ ଯୋଗ ଜ୍ଞାନ ଭକ୍ତି

କର୍ମ ଯୋଗ ଜ୍ଞାନ ଭକ୍ତି ନାହିଁ କଳ୍ପନା ଚକ୍ଷୁ କର୍ଣ୍ଣରେ ବାନ୍ଧିଲି ଛନ୍ଦା ଚରଣ ଲଭିବାକୁ ତୃଷା କୃଷ୍ଣଙ୍କୁ ହୃଦ ପଦ୍ମରେ ବନ୍ଦିଲି

No comments:

Post a Comment