Monday, 17 November 2025

ଚାଲି ଚାଲି ଭାରି ଥକା ଲାଗିଲାଣି ମନ ଶ୍ରୀକ୍ଷେତ୍ର ଯିବା

ଚାଲି ଚାଲି ଭାରି ଥକା ଲାଗିଲାଣି ମନ ଶ୍ରୀକ୍ଷେତ୍ର ଯିବା ବାଇଶି ପାହାଚ ଚଢି ଚଢି ଗରୁଡ ପଛରେ ଠିଆ ହେବା ଅପଲକ ବ୍ରହ୍ମଦାରୁ ଯଦି ଆଖି ଠାରି ପାଖକୁ ନ ଡାକିବେ ଛନ୍ଦା ପାଦରେ ଆତ୍ମା ସମର୍ପି ଚକାଡୋଳାରେ ବୁଡିଯିବା

No comments:

Post a Comment