Monday, 17 November 2025

ମଳୟ ତୋ ଦେହ ପଦ୍ମ ଗନ୍ଧରେ ସମ୍ପୂର୍ଣ୍ଣ ଓଦା

ମଳୟ ତୋ ଦେହ ପଦ୍ମ ସୁଗନ୍ଧରେ ମହ ମହ ଦର୍ଶନ ପାଇଲୁ କି କମଳିନୀ କାନ୍ତ ପଦ୍ମନାଭଙ୍କୁ କୋଇଲି ଲୋ ଏତେ କଳା କେମିତି ହୋଇଲୁ ହୃଦୟରେ ଲଗାଇଲୁ ତୁ କିବା ଚକାଡ଼ୋଳାଙ୍କୁ

No comments:

Post a Comment