Sunday, 16 November 2025

ତୋତେ ନବଧା ଭକ୍ତିରେ ବନ୍ଧା ପଡିବା ଦେଖିଲେ

ତୋତେ ନବଧା ଭକ୍ତିରେ ବନ୍ଧା ପଡିବା ଦେଖିଲେ ଏହି ଅଜ୍ଞାନ ଅଭକ୍ତ ହୃଦରେ ଲାଗିଯାଏ ହରି ଚନ୍ଦନ ଛନ୍ଦା ପାଦରେ ଟିକିଏ ଶରଣ ଦିଅନ୍ତୁନି ହେ ଶ୍ରୀପତି ଭଵ ମାୟାରେ ବନ୍ଧା ପଡି ମୋ ପ୍ରାଣ କରେ କ୍ରନ୍ଦନ

No comments:

Post a Comment