Monday, 17 November 2025

ଜୀବନ ପାତ୍ର ମୋ ଅଶେଷ ଅଭାବରେ ପୂର୍ଣ୍ଣ

ଜୀବନ ପାତ୍ର ମୋ ଅଶେଷ ଅଭାବରେ ପୂର୍ଣ୍ଣ ଚକାଡ଼ୋଳା ହେ କେବେ କରିବନି ଉପେକ୍ଷା ଆଖି କାନ ମନ ବୁଦ୍ଧି ବିଶ୍ୱ ବ୍ରହ୍ମାଣ୍ଡ ଭ୍ରମିଲେ ହେ ମହାବାହୁ ତୁ ଉଦାର ସବୁରି ଅପେକ୍ଷା

No comments:

Post a Comment