Thursday, 22 January 2026

ଶଶୀ ସୂର୍ଯ୍ୟ କର୍ଣ୍ଣ କୁଣ୍ଡଳ ମାଆ ମହାଲକ୍ଷ୍ମୀ

ଶଶୀ ସୂର୍ଯ୍ୟ କର୍ଣ୍ଣ କୁଣ୍ଡଳ ମାଆ ମହାଲକ୍ଷ୍ମୀ ମାଆ ମହାଲକ୍ଷ୍ମୀ ଭକ୍ତ ବତ୍ସଳା ମୁକୁନ୍ଦ ହୃଦ କମଳ ତନୁ କମଳ ମୁଖ ମାଆ ମହାଲକ୍ଷ୍ମୀ ଥରେ ସ୍ପର୍ଶ କର କମଳ କର କମଳ ପାଦ

No comments:

Post a Comment