Thursday, 22 January 2026

ମୋର ସକଳ ଚିନ୍ତା ଚେଷ୍ଟା କେବଳ ଅର୍ଥକୁ

ମୋର ସକଳ ଚିନ୍ତା ଚେଷ୍ଟା କେବଳ ଅର୍ଥକୁ ଏ ବ୍ୟାଧି ଜରାଜୀର୍ଣ୍ଣ ଦେହ ମଶାଣି ଗାତକୁ ତୋର ସବୁ ଅବତାର ପତିତ ଉଦ୍ଧାର ପାଇଁ ହେ ଗୋବିନ୍ଦ ଶରଣ ଦିଅ ମହା ପତିତକୁ

No comments:

Post a Comment