Wednesday, 21 January 2026

କମଳ ଚକାଡୋଳାରେ ପ୍ରାଣ ବାୟୁ ସ୍ଥିର

କମଳ ଚକାଡୋଳାରେ ପ୍ରାଣ ବାୟୁ ସ୍ଥିର ଏହି କର୍ଣ୍ଣ ବେନି ଲଭିବେକି ବଂଶୀ ଗତି କମଳା ଛନ୍ଦା ଚରଣକୁ ଆତ୍ମା ଅନୁସରେ ଏହି ଚର୍ମ ଚକ୍ଷୁ ବେନି ଦେଖିବକି ଶ୍ରୀପତି

No comments:

Post a Comment