Tuesday, 20 January 2026

ଅଧାଗଢା ତୁମ୍ଭଙ୍କୁ କିଛି କରିବାକୁ ପଡ଼ିବନି

ଅଧାଗଢା ତୁମ୍ଭଙ୍କୁ କିଛି କରିବାକୁ ପଡ଼ିବନି ସଦା ସର୍ବଦା ବସିଥିବ ହୃଦୟ କମଳରେ ଦେହ ମନ ବଚନରେ ଯାହା ମୁହିଁ ଅର୍ଜିବି ତୁମ୍ଭଙ୍କୁ ଭୁଞ୍ଜାଇବି ଭକତି ଲୁହ ଥାଳରେ

No comments:

Post a Comment