A flower with 4 petals
Tuesday, 10 March 2026
ନନ୍ଦୀଘୋଷ ଓଲଟ ଶୁଆ ବୋଲେ ଶାରୀ ଲୋ
ନନ୍ଦୀଘୋଷ ଓଲଟ ଶୁଆ ବୋଲେ ଶାରୀ ଲୋ ସୁନ୍ଦର ପଣରେ କେହି ନୁହେଁ ସରି କୃଷ୍ଣ ଭଳିଆ ଚର୍ମ ଚକ୍ଷୁରେ ନ ଦେଖିକି ହୃଦୟ ଦେଇ ବସିଲି କେଡେ ଭାଗ୍ୟ ମା ରୁକ୍ମଣୀ ଯାହା ବର କାଳିଆ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment