A flower with 4 petals
Monday, 9 March 2026
ବହୁତ ମନକୁ ବୁଝେଇ ଶୁଝେଇ ଆଣୁଥିଲି
ବହୁତ ମନକୁ ବୁଝେଇ ଶୁଝେଇ ଆଣୁଥିଲି ଧାଇଁ ପଳେଇଲା ବାଇଆ ଇନ୍ଦ୍ରିୟ ମେଳକୁ ତୁମ୍ଭରି ଛନ୍ଦାଚରଣରେ ଭେଟି ଦେଇଥାଆନ୍ତି ଅବେଳରେ ଡାକି ଆଣିଲା ଦାରୁଣ କାଳକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment