A flower with 4 petals
Friday, 3 July 2026
ମୋର ଆତ୍ମା ତୁମ୍ଭଙ୍କୁ ଯେତିକି ଝୁରେ ହେ କେଶବ
ମୋର ଆତ୍ମା ତୁମ୍ଭଙ୍କୁ ଯେତିକି ଝୁରେ ହେ କେଶବ କେବଳ ତୁମ ପାଇଁକି ଆଖିରୁ ଯେତେ ଲୁହ ଝରେ ଅନ୍ତର୍ଯ୍ୟାମୀ ହୋଇଥିଲେ ବୈକୁଣ୍ଠ ତେଜିଣ ଆସନ୍ତ ଗରୁଡ ପୃଷ୍ଠରୁ ଓହ୍ଲାଇଣ ଆଲିଙ୍ଗନ କରନ୍ତ ଥରେ
No comments:
Post a Comment
Older Post
Home
Subscribe to:
Post Comments (Atom)
No comments:
Post a Comment