A flower with 4 petals
Thursday, 2 July 2026
ଲୀଳାନିଧି କଥା ଦିଅ ଆଉ କେତେ ଦିନ ଅଣସରେ
ଲୀଳାନିଧି କଥା ଦିଅ ଆଉ କେତେ ଦିନ ଅଣସରେ କାହାର ନିମନ୍ତେ ଫୁଟିବ ରଜନୀ ଗନ୍ଧା ପୁଷ୍ପ ଗୁଚ୍ଛରେ ବନମାଳୀଙ୍କ ଗଳାରେ ନ ଲମ୍ବିଲେ ମୋର ଜନ୍ମ ବ୍ୟର୍ଥ କଳା ଶ୍ରୀମୁଖ କେବେ ଦେଖିବି ଦର୍ପ ଦଳନ ପଛରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment