Friday, 3 July 2026

ଏତିକି କୃପା କର

ଏତିକି କୃପା କର ମାଆ ମହାଲକ୍ଷ୍ମୀ ଅଧମ ସନ୍ତାନକୁ ଶ୍ରୀଗୋବିନ୍ଦ ଛନ୍ଦା ଚରଣରେ ସର୍ବଦା ରହୁ ମୋ ମତି ଆଉ କେଉଁଆଡେ ଯିବି ମାଆ ତୁମ କମଳା ଅଳାରୁ ସନ୍ତାନ ବତ୍ସଳା କରୁଣାମୟୀ ଶ୍ରୀଗୋବିନ୍ଦ ତୁମ ପତି

No comments:

Post a Comment