A flower with 4 petals
Friday, 3 July 2026
ତୁମ୍ଭେ ଅବତରିଲେ ପଦାଙ୍କରେ କମଳ ଫୁଟେ
ତୁମ୍ଭେ ଅବତରିଲେ ପଦାଙ୍କରେ କମଳ ଫୁଟେ ହେ ବାସୁଦେବ ହେ ସୂର୍ଯ୍ୟ ଶଶୀ ଚକାଆଖି ତୁମ୍ଭେ ଠାରିଦେଲେ ମାୟା ତୁଟେ ଥରୁଟିଏ ତୁମ୍ଭ ମହନୀୟତାରେ ପାଶକୁ ଡାକ କମଳା ଜୀବନ ଛନ୍ଦା ଚରଣେ ଲୋଟିବି ଅନାଥ ହୋଇ ବୁଲୁଛି ସଂସାର ହାଟେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment