Friday, 3 July 2026

ବାର ବାର ଯୋଡି ମୋର ପାଦ ପାଣି

ବାର ବାର ଯୋଡି ମୋର ପାଦ ପାଣି ଅତି ସମ୍ଭ୍ରମରେ ପ୍ରଣାମ କରେ ଅଚ୍ୟୁତ ଆକୁଳ ବ୍ୟାକୁଳ ପ୍ରାଣ ଛୁଇଁବାକୁ ପାଦ ହେ ରୁକ୍ମଣୀ ନାଥ ଶିରରେ ରଖ ହାତ

No comments:

Post a Comment