Wednesday, 4 December 2024

କାଠ ପଥର ଛବିରେ ମନ ଭରୁ ନାହିଁ

କାଠ ପଥର ଛବିରେ ମନ ଭରୁ ନାହିଁ ହରି ସ୍ମରଣ ଚିନ୍ତନ କରି କାଟିଲି ଦିନ କାଠ ପଥର ଛବି ସତେ କଥା କହିବ ଏହି ଜୀବନରେ ଭେଟିବି ନନ୍ଦନନ୍ଦନ

No comments:

Post a Comment