Saturday, 7 December 2024

ହେ ଅଚିନ୍ତ୍ୟ ଅନିନ୍ଦ୍ୟ ମୁନୀ ଚିତ୍ତ ଚୋର

ହେ ଅଚିନ୍ତ୍ୟ ଅନିନ୍ଦ୍ୟ ମୁନୀ ମାନସ ଚିତ୍ତ ଚୋର ଉଦାର ଆପଣା କୃପାରେ ଯାହାକୁ ଦେଉ ଧରା ତାହାକୁ ଦର୍ଶନ ସମ୍ଭାଷଣ ସ୍ପର୍ଶ ହୁଏ ଅତି ସୁଲଭ ଯେମନ୍ତେ ପ୍ରତ୍ୟକ୍ଷ ଚନ୍ଦ୍ର ଜୋତ୍ସନା ସକାଳ ଖରା

No comments:

Post a Comment