Thursday, 5 December 2024

ତୋ ସ୍ମିତ ଅଧର ମୋ ଲାଗି ପରମ ଶାନ୍ତ୍ବନା

ତୋ ସ୍ମିତ ଅଧର ମୋ ଲାଗି ପରମ ଶାନ୍ତ୍ବନା ମାଆ ତୋ ପାଦଦୁଇଟି ମୋ ବାଡ଼ିର ମନ୍ଦାର ତୋ ପିନ୍ଧା ପଣତ କାନି ମୋ ଲାଗି ଶ୍ରୀମନ୍ଦିର ମାଆ ତୋ ପାଦର ଅଳତା ମୋ ମଥା ସିନ୍ଦୁର

No comments:

Post a Comment