Wednesday, 4 December 2024

ଅମୃତ ଭୋଜନ ତେଜି ମହା ଯୋଗେଶ୍ୱର ମହାଦେବ

ଅମୃତ ଭୋଜନ ତେଜି ମହା ଯୋଗେଶ୍ୱର ମହାଦେବ ସେହି ଯେଉଁ ମୋହିନୀ ରୂପରେ ମୋହିତ ହୋଇଲେ ହେ ଅନ୍ନମାଚାର୍ଯ୍ୟ ସେ ପଦ୍ମନାଭ ଶୋଭା ଗୀତେ କହ ଯେବେ ସେ ଶାନ୍ତକାର ଶିଆଳି ଲତାରେ ଶୋଇଲେ

No comments:

Post a Comment