Friday, 6 December 2024

ଅତ୍ୟନ୍ତ ଅସହାୟ ପାଞ୍ଚାଳୀ ଅଙ୍ଗ ବସ୍ତ୍ର ତୁହି ହେ ଗୋବିନ୍ଦ

ଅତ୍ୟନ୍ତ ଅସହାୟ ପାଞ୍ଚାଳୀ ଅଙ୍ଗ ବସ୍ତ୍ର ତୁହି ହେ ଗୋବିନ୍ଦ ତୁହି ଅତି ଉଦାର ଶ୍ରୀରାମ ପଥର ଅହଲ୍ୟାର ଉଧାରଣ ଅତ୍ୟନ୍ତ ଅସହାୟ ଅତ୍ୟନ୍ତ ମୁମୂର୍ଷୁ ସାଲବେଗ ଜଗନ୍ନାଥ ତୁହି ସର୍ବସଂହା ନାରାୟଣ ବିଶାଳ ବକ୍ଷ ଶ୍ରୀବତ୍ସ ଚରଣ

No comments:

Post a Comment