A flower with 4 petals
Monday, 2 December 2024
ଛାଗଳ କୂକୂଟ ମୀନ ଶ୍ଵାନ ସମ ମୁହିଁ ନୁହଁଇ ଅରକ୍ଷିତ
ଛାଗଳ କୂକୂଟ ମୀନ ଶ୍ଵାନ ସମ ମୁହିଁ ନୁହଁଇ ଅରକ୍ଷିତ ହେ ବ୍ରହ୍ମଦାରୁ ତୋ ମହାବାହୁ ତଳେ ସମ୍ପୂର୍ଣ୍ଣ ସୁରକ୍ଷିତ ଅହଲ୍ୟା ପାଞ୍ଚାଳୀ ଜାନକୀ ସମ ନୁହେଁ ଅବହେଳିତ ଛନ୍ଦା ପାଦ ଆଶ୍ରିତ ଶିରପରେ ଗୋବର୍ଦ୍ଧନ ପରବତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment