Sunday, 16 November 2025

ସଂସାର ମଧୁମୟ ପାଞ୍ଚ ଭୁତ

ସଂସାର ମଧୁମୟ ପାଞ୍ଚ ଭୁତ ଆଲିଙ୍ଗନରେ ସୂର୍ଯ୍ୟ ଚନ୍ଦ୍ର ଆଲିଙ୍ଗନରେ ସଂସାର ମଧୁମୟ ସଂସାର ମଧୁମୟ ବ୍ରହ୍ମଦାରୁ ଆଲିଙ୍ଗନରେ ଯହିଁ କୃଷ୍ଣ ଯହିଁ ମଧ୍ୟମ ପାଣ୍ଡଵ ସଦା ବିଜୟ

No comments:

Post a Comment