Sunday, 16 November 2025

ମାଆ ଗୋ ଦୁର୍ଗତି ନାଶିନୀ ଗୋବିନ୍ଦ ସହୋଦରୀ

ମାଆ ଗୋ ଦୁର୍ଗତି ନାଶିନୀ ଗୋବିନ୍ଦ ସହୋଦରୀ ତୋହର ଅତି ପ୍ରିୟ କଳା ଭାଇକୁ କରିଦେ ରାମ ଆଉ ରାମକୁ କରିଦେ ତ୍ରିଭଙ୍ଗ ଠାଣି ଛନ୍ଦା ଚରଣ ଝୁରିବା କଣ ବୁଝନ୍ତୁ କେମିତି ଲାଗେ କୃଷ୍ଣ ପ୍ରେମ

No comments:

Post a Comment