Sunday, 16 November 2025

କୃଷ୍ଣ ହିଁ ଜ୍ଞାନ କୃଷ୍ଣ ହିଁ ତତ୍ତ୍ୱ କୃଷ୍ଣ ହିଁ ଭାଗବତ

କୃଷ୍ଣ ହିଁ ଜ୍ଞାନ କୃଷ୍ଣ ହିଁ ତତ୍ତ୍ୱ କୃଷ୍ଣ ହିଁ ଭାଗବତ କୃଷ୍ଣ ହିଁ ସତ୍ୟ ଧର୍ମ ଶାନ୍ତି କରୁଣା କ୍ଷମା ପ୍ରେମ ଦୁର୍ଲଭ ମନୁଷ୍ୟ ଜନ୍ମ କେବଳ ସେବିବା ପାଇଁ ପ୍ରତି କ୍ଷଣ ଅନୁକ୍ଷଣ ସ୍ମରି ବଂଶୀ ବଦନ ଶ୍ୟାମ

No comments:

Post a Comment