Sunday, 16 November 2025

ଆଜି ମୁହିଁ ଯାଇଥିଲି ଶ୍ରୀକ୍ଷେତ୍ର ଚନ୍ଦନ ଅର୍ଗଳୀକୁ

ଆଜି ମୁହିଁ ଯାଇଥିଲି ଶ୍ରୀକ୍ଷେତ୍ର ଚନ୍ଦନ ଅର୍ଗଳୀକୁ ମୋ ଆତ୍ମା ହଜିଗଲା ସୁଧାନିଧି ଚକାଡ଼ୋଳାରେ କେବଳ ଦେହକୁ ନେଇଣ ଜୀବନ ମଢ଼ା ସମାନ ଦେହ ମନ ହୃଦୟ ହଜିଥାନ୍ତେକି ଏକ ମେଳରେ

No comments:

Post a Comment