Tuesday, 18 November 2025

ବୈଷ୍ଣବ ଧର୍ମ ପାଳନ ମୋର ଦେଇ ନ ହେଲା

ବୈଷ୍ଣବ ଧର୍ମ ପାଳନ ମୋର ଦେଇ ନ ହେଲା ବିଷ୍ଣୁ ମୋହିନୀ ମାୟା ମୋତେ କଲାଟି ବାୟା ଆପଣା ଆତ୍ମାଟି ଚକାଡୋଳା ହୋଇଲେ ଶତ୍ରୁ ଏହି ଦୁର୍ଲଭ ତନୁ ନ ଲଭିବ ବ୍ରହ୍ମଦାରୁ ଛାୟା

No comments:

Post a Comment