Tuesday, 18 November 2025

ନାହିଁ ମୋହର ଅନ୍ୟ ବାଞ୍ଛା

ନାହିଁ ମୋହର ଅନ୍ୟ ବାଞ୍ଛା ଛନ୍ଦା ଚରଣ କେବଳ ଇଛା କୃଷ୍ଣର ଲୀଳା ଶ୍ରବଣ ଲାଗି କୃଷ୍ଣର ଦାସକୁ କରେ ପିଛା

No comments:

Post a Comment