Monday, 17 November 2025

ଚକାଡ଼ୋଳାଙ୍କୁ ଯିଏ ସେ ଦେଖିଲା କହିଲା ମୋର

ଚକାଡ଼ୋଳାଙ୍କୁ ଯିଏ ସେ ଦେଖିଲା କହିଲା ମୋର ଏହି ପତିତ ରାମକୁ ଆଉ କିଏ ସେ ଦେବ ଆସରା ପତିତପାବନକୁ ଯିଏ ଦେଖିଲା ତରିଗଲା ସଂସାରୁ ସତେକି ମୋ ଆଖି ପାଇବ ମଥାରେ ପାପ ପଶରା

No comments:

Post a Comment