A flower with 4 petals
Friday, 2 January 2026
ଅତି ପାଖକୁ ଡାକି ଦର୍ଶନ ଦେବ ହେ ଜଗନ୍ନାଥ
ଅତି ପାଖକୁ ଡାକି ଦର୍ଶନ ଦେବ ହେ ଜଗନ୍ନାଥ ଅଭୟ ଛନ୍ଦା ଚରଣ ଛୁଇଁ ଆତ୍ମା ହେବ ପୁଲକିତ ଶିରରେ ରଖିବ କମଳ କରକୁ ହେ ଚକାଡୋଳା ପ୍ରାରବ୍ଧ ଖଣ୍ଡ ହୋଇ ଆତ୍ମା ଦୀପ ହେବ ପ୍ରଜ୍ବଳିତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment