A flower with 4 petals
Tuesday, 20 January 2026
ପୁଅ ନ ଚିହ୍ନିଲା ନିଜର ବାପ ମାଆଙ୍କୁ
ପୁଅ ନ ଚିହ୍ନିଲା ନିଜର ବାପ ମାଆଙ୍କୁ ବୋହୁ ନ ଚିହ୍ନିଲା ଶାଶୁ କିବା ଶଶୁର ଭାଇ ହେଲା ଭାଇ ସବୁଠୁଁ ବଡ଼ ଶତ୍ରୁ ଧର୍ମ ଉଣା ଏକ ପାଦକୁ ମଣିଷ ପଶୁର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment