Saturday, 3 January 2026

ହେ ଗୋବିନ୍ଦ ହେ ଯଶୋଦା ଜୀବନ

ହେ ଗୋବିନ୍ଦ ହେ ଯଶୋଦା ଜୀବନ ହେ ବାସୁଦେବ ହେ ମାଧବ ହେ ମଧୁସୂଦନ ହେ କମଳିନୀ ପଦ୍ମ ହୃଦ ହେ ବ୍ରହ୍ମଦାରୁ ଅଧାଗଢା ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ଚକାଡୋଳା ହେ ପାଣ୍ଡଵ ରକ୍ଷଣ ହରି କାଳୀୟ ଦଳନ ଛନ୍ଦା ପାଦ

No comments:

Post a Comment