Monday, 19 January 2026

ସବୁଠୁଁ ମଧୁର ଯାହା ସୁନ୍ଦର ଅଖିଳେ ସଂସାରେ

ସବୁଠୁଁ ମଧୁର ଯାହା ସୁନ୍ଦର ଅଖିଳେ ସଂସାରେ ଜହ୍ନି ମଞ୍ଜିଟିଏଠାରୁ ଆହୁରି ଅଧିକ କଳା ଶ୍ରୀମୁଖ ସତ୍ୟ ଶିବ ସୁନ୍ଦର ସର୍ବଦା ଯିଏ ମଙ୍ଗଳ ସଂସାରେ ରବି ଶଶୀଠାରୁ ଆହୁରି ବେଶି ଉଜ୍ଜଳ ଲକ୍ଷ୍ମୀ ବକ୍ଷ

No comments:

Post a Comment