Friday, 16 January 2026

ବୈଷ୍ଣବର ସର୍ବାଙ୍ଗ ହରି ଚନ୍ଦନ କୃଷ୍ଣ

ବୈଷ୍ଣବର ସର୍ବାଙ୍ଗ ହରି ଚନ୍ଦନ କୃଷ୍ଣ କୃଷ୍ଣ ନାମ ହରିଦାସର ସର୍ବସ୍ବ ସମ୍ପତ୍ତି ନବଧା ଭକ୍ତିର ଦୃଢ଼ ଆଲିଙ୍ଗନ କୃଷ୍ଣ କୃଷ୍ଣ ରୂପ ଗୋବିନ୍ଦ ଦାସର ଅନୁରକ୍ତି

No comments:

Post a Comment