A flower with 4 petals
Saturday, 17 January 2026
ମୋର କଳ୍ପନା ଏହି ଅଖିଳ ବିବିଧ ସଂସାର
ମୋର କଳ୍ପନା ଏହି ଅଖିଳ ବିବିଧ ସଂସାର ତୁ ଏକ ବ୍ରହ୍ମଦାରୁ ନିତ୍ୟ ସତ୍ୟ ଶିବ ସୁନ୍ଦର ଏ ଆତ୍ମା ସର୍ବାଙ୍ଗରେ ଲାଗିଯାଏ ହରି ଚନ୍ଦନ ଥକି ପଡି କେବେ ପଶିଗଲେ ନୀଳକନ୍ଦର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment