Friday, 2 January 2026

ବୈଷ୍ଣବ ପିଣ୍ଢାରେ ପଡି ମୋର ଜୀବନ ଯାଉ

ବୈଷ୍ଣବ ପିଣ୍ଢାରେ ପଡି ମୋର ଜୀବନ ଯାଉ ନିଶ୍ୱାସ ଥିବାଯାଏ ନାମ ସଂକୀର୍ତ୍ତନ ଶୁଭୁଥାଉ ହେ ପୁରୁଷୋତ୍ତମ ତୁମ୍ଭେ ଯେ ଅଶରଣ ଶରଣ ପତିତପାବନ ବାନା ସକଳ ଯୁଗରେ ଉଡୁଥାଉ

No comments:

Post a Comment