Sunday, 18 January 2026

ଭାଵର ନିକଟ ହେଲେ ନାମ ସଂକୀର୍ତ୍ତନ

ଭାଵର ନିକଟ ହେଲେ ନାମ ସଂକୀର୍ତ୍ତନ ନିଷ୍କାମ କର୍ମ ଫଳିଲେ ହୁଏ ମହାପ୍ରସାଦ ହୃଦୟ ନିର୍ମଳ ହେଲେ ରୁକ୍ମଣୀ ହୃଦୟ ପ୍ରେମରେ ପାଗଳ ହେଲେ ଛନ୍ଦା ପାଦ

No comments:

Post a Comment