Saturday, 3 January 2026

ବ୍ରହ୍ମଦାରୁ ତିନି ମହାପ୍ରଭୁ ଛଅ ପରମ ପାବନ ଆଖି

ବ୍ରହ୍ମଦାରୁ ତିନି ମହାପ୍ରଭୁ ଛଅ ପରମ ପାବନ ଆଖି ଷଢ଼ ରିପୁ ନିବାରଣ ନିମନ୍ତେ ଆତ୍ମାର ପରାଣ ପକ୍ଷୀ ବ୍ରହ୍ମଦାରୁ ଚତୁର୍ଦ୍ଧା ଶଙ୍କର୍ଷଣ ଭଦ୍ରା ଜଗନ୍ନାଥ ସୁଦର୍ଶନ ଏଗାର ଇନ୍ଦ୍ରିୟ ନିୟନ୍ତ୍ରଣ ଲାଗି ଜନାର୍ଦ୍ଦନ ଆରକ୍ଷୀ

No comments:

Post a Comment