Saturday, 17 January 2026

ଜୀବର ଆତ୍ମା ଏକ ଧବଳ ହଂସ ଶାବକ

ଜୀବର ଆତ୍ମା ଏକ ଧବଳ ହଂସ ଶାବକ ପରମ ହଂସ ଚଞ୍ଚୁରେ ଯାହାର ଭୋଜନ ନିରନ୍ତର ଜପୁଥାଏ ସୋ ଅହଂ ସୋ ଅହଂ ପରମ ଉଦାସୀ ବ୍ରହ୍ମଦାରୁ ନିରନ୍ତର ଚିନ୍ତନ

No comments:

Post a Comment