Friday, 2 January 2026

ସକଳ ଚେଷ୍ଟା ବ୍ରତ ଉପବାସ ଭଜନ କୀର୍ତ୍ତନ ନିରର୍ଥକ

ସକଳ ଚେଷ୍ଟା ବ୍ରତ ଉପବାସ ଭଜନ କୀର୍ତ୍ତନ ନିରର୍ଥକ ଥରୁଟେ ପାପ ଆଖି ନ ଲଭିଲା କାଳୀଦଳା ବେଣୁପାଣି ତୋର ପାଦରେ ପ୍ରଣାମ କରେ ମହା ପତିତ ଦୀନ ରାମ ଆହାଃ କେଡେ ତୋହର ସୌଭାଗ୍ୟ ଆଗୋ ନନ୍ଦରାଣୀ

No comments:

Post a Comment