Wednesday, 11 March 2026

ପଥର ବିଗ୍ରହ ପାଦରେ ଭକତି ଢାଳିଲି

ପଥର ବିଗ୍ରହ ପାଦରେ ଭକତି ଢାଳିଲି ସତରେ କର୍ଣ୍ଣ ଶୁଣିବ କି ଉଶ୍ୱାସ ବଚନ କମଳା ସେବିତ ପାଦ ବେନି ପଖାଳିବି ଭୁଞ୍ଜିବେ ମୋ ଗୃହେ ପକାଇ ଚକାସନ

No comments:

Post a Comment