A flower with 4 petals
Friday, 5 June 2026
ତୁମ୍ଭଙ୍କୁ ଭକ୍ତ ନବଧା ଭକ୍ତିରେ
ତୁମ୍ଭଙ୍କୁ ଭକ୍ତ ନବଧା ଭକ୍ତିରେ ଅତି ଦୃଢ଼େ ବାନ୍ଧିଛନ୍ତି ଗୋବିନ୍ଦ ହେ ମୁହିଁ ମହାପାପୀ ହୃଦୟ ସମ୍ପୂର୍ଣ୍ଣ ଶୁନ୍ୟ ତୁମ୍ଭରି ଛନ୍ଦା ଚରଣକୁ ଛୁଇଁବାକୁ ଭାରି ମୋ ଲୋଭ ଥରେ ସୁଯୋଗ ଦିଅନ୍ତୁ ଯଶ ଗାଇବି ଗୋବିନ୍ଦ ଧନ୍ୟ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment