Thursday, 4 June 2026

ମୁହିଁ ମହା ପତିତ ଶିର ଛୁଇଁବ କି ଛନ୍ଦା ଚରଣ

ମୁହିଁ ମହା ପତିତ ଶିର ଛୁଇଁବ କି ଛନ୍ଦା ଚରଣ ଅଭାବୀ ହୃଦୟରେ ସୃଷ୍ଟି ହେବକି ଗୋବିନ୍ଦ ପ୍ରୀତି ବ୍ରହ୍ମଦାରୁ ଅପଲକ ଚକାଡୋଳା ନୟନ ପଥରେ ଚଞ୍ଚଳ ଚିତ୍ତ ସ୍ମରିବ କୃଷ୍ଣ ହେ ତୁମ୍ଭ ଅନନ୍ତ କୀର୍ତ୍ତି

No comments:

Post a Comment