Friday, 5 June 2026

ନାଚ ଗୋବିନ୍ଦ ନାଚ ଗୋବିନ୍ଦ

ନାଚ ଗୋବିନ୍ଦ ନାଚ ଗୋବିନ୍ଦ ନାଚ ଗୋବିନ୍ଦ ତ୍ରିଭଙ୍ଗ ଠାଣିରେ ଥେଇ ଥେଇ ତାଥେଇ ତାଥେଇ ଥେଇ ଥେଇ ତାଥେଇ ଥେଇ ରସିକ ନାଗର ରସ ସାଗରଙ୍କ ମଧୁର ଅଧରେ ମୋହନ ବଂଶୀ ମୋ ଆଖି ପତା ପଡୁ ନ ଥିବ ତୋ କଳା ଶ୍ରୀମୁଖକୁ ଥିବି ଚାହିଁ

No comments:

Post a Comment